Cover of ALIVA SMRUTI by AMITA DASH, ISBN 9789390701957
General

ALIVA SMRUTI

Contributor(s): Author Format: Paperback

Paperback · ISBN 9789390701957

₹1,382 3%
₹1,418

Inclusive of GST and other taxes

100% Quality Assurance
No Account Creation Required
Fast Delivery
Secured Transactions

Arriving at your doorstep in 10-15 days

Our logisitcs team will make sure everyitem is delivered safely

Key Specifications

ISBN 9789390701957
Publisher SUBHARAMBH PUBLICATION HOUSE
Publication date July 2021
Language English
MRP £10.99 GBP
Page count 100
Item weight 24 g

ବ୍ୟସ୍ତ ବହୁଳ ଜୀବନ ଶୈଳୀ ରେ ଟିକିଏ ନିଆରା ଆନନ୍ଦ ପାଇବା ପାଇଁ କିଏ ଖେଳକୁଦ ରେ ମନ ଦିଏ।କିଏ ସିଲାଇ,ବୁଣାଇ ତ କିଏ ଗପ କାହାଣୀ ବହି ପଢ଼ି।ଏବେ ଅବଶ୍ୟ ବହି ପଢିବାକୁ ବେଶୀ କେହି ଆନ୍ତରିକତା ଦେଖାଉ ନାହାନ୍ତି ଆଜିବି ଅନେକ ଙ୍କର ବହି ପଢା ସଉକ ଯାଇନି।ଏଇ ଯେମିତି ମୁଁ ବହିଟିଏ ମୁଣ୍ଡ ତଳେ ରଖି ନ ଶୋଇଲେ ମୋତେ ନିଦ ନାହିଁ।ମୋର ବହିଟି ପଢ଼ିବା ନିଶା ଯେମିତି ଆପଣମାନେ ମୋ ବହି 'ଅଲିଭା ସ୍ମୃତି' ପଢିଲା ପରେ ଆପଣମାନଙ୍କର ବି ବହି ପଢିବା ନିଶା ହୋଇଯିବ।ମୋ ବହିରେ ରହିଛି ଆଈ ର ଗପ ପେଡ଼ି,ଅଜାଙ୍କର ଭାଗବତ ଟୁଙ୍ଗୀ, ମାଁ ର ପଣତ କାନି, ଓଡ଼ିଆ ଘରର ଆରାଧ୍ୟ ଦେବତା ଜୟ ଜଗନ୍ନାଥ ଙ୍କ ପ୍ରତି ଅଭିମାନ,କିଛି ଚଳନି କିଛି ସଂସ୍କାର,ଋଢୀବାଦୀ ଲୋକଙ୍କ ର କଥା,ମୋ ଗାଁ ଧାନ କୁଟୁଣୀ,ପିଠା ଚିତଉ ସବୁ କିଛି ଅଲିଭା ସ୍ମୃତି ର ଅଲିଭା ଲେଖନ।ପଢ଼ିବେ। କେମିତି ଲାଗିଲା ମତାମତ ଦେବେ ଅମିତା ଦାଶ